ବାଲେଶ୍ଵର: ବାଲେଶ୍ୱରରୁ ଅଯୋଧ୍ୟାକୁ ଗଲା ଆସ୍ଥା ସ୍ପେଶାଲ ଟ୍ରେନ । ଆଜି ସକାଳ ସାଢ଼େ ୧୦ଟାରେ ବାଲେଶ୍ୱର ଷ୍ଟେସନରୁ ଏହି ସ୍ପେଶାଲ୍ ଟ୍ରେନ୍ ଯାତ୍ରା ଆରମ୍ଭ କରିଛି । ଏହାକୁ ନେଇ ବାଲେଶ୍ଵର ବାସିନ୍ଦା ଖୁସି ଅନୁଭବ କରିଛନ୍ତି। ରାମ ମନ୍ଦିର ଦର୍ଶନ ପାଇଁ ଏହି ଟ୍ରେନ ଅନେକ ସୁବିଧା ଯାତ୍ରୀ ମାନଙ୍କୁ ହେବ। Post navigation ଏମକେସିଜି ମେଡିକାଲ କଲେଜରେ ରାଗିଂ ଘଟଣା: ୪ ଛାତ୍ରଙ୍କୁ କ୍ୟାମ୍ପସ ମନା ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅ ପ୍ରୟାସକାନ୍ତିଙ୍କୁ ଇଡି ସମନ