ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କୀଟ) ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ନେପାଳୀ ଛାତ୍ରଛାତ୍ରୀ ମାନଙ୍କ ଉପରେ ଅସଦାଚରଣ ଘଟଣା ପରେ ବିଦେଶୀ ଶିକ୍ଷାର୍ଥୀଙ୍କ ପାଇଁ ଗଠନ ହେଲା ସ୍ୱତନ୍ତ୍ର ସେଲ୍ । ଅନ୍ତର୍ଜାତୀୟ ଷ୍ଟୁଡେଣ୍ଟ ଫ୍ୟାସିଲେସନ ସେଲ୍ ଗଠନ କଲା ଉଚ୍ଚ ଶିକ୍ଷା ବିଭାଗ । ସବୁ ଘରୋଇ/ସରକାରୀ/ଡିମ୍ଡ ବିଶ୍ୱବିଦ୍ୟାଳୟ ପାଇଁ କାର୍ଯ୍ୟ କରିବ ଏହି ସେଲ୍ ।ବିଦେଶରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ବାତବରଣ ଯୋଗାଇବାରେ ଏହା ସହାୟକ ହେବ । Post navigation ସ୍କୁଲରେ ରାଜନୀତି କରୁଥିଲେ ବିଜେଡି ସରକାର: ଗଣଶିକ୍ଷା ମନ୍ତ୍ରୀ ଜନଶୁଣାଣିରେ ବାଲଡା ନାଗେଶ୍ୱରୀ ପାହାଡ଼ରେ ଖଣି ଖନନକୁ ବିରୋଧ