ଶ୍ରୀମନ୍ଦିର ଭିତରୁ ବାହାରିଲେ ସ୍ନେକ ହେଲ୍ପଲାଇନ ସଦସ୍ୟ। ରତ୍ନଭଣ୍ଡାର ଭିତରେ କୌଣସି ସାପ ଭୟ ନଥିବା ସୂଚନା ଦେଇଛନ୍ତି। ଶୁଭେନ୍ଦୁ ମଲ୍ଲିକଙ୍କ ନେତୃତ୍ବରେ ଯାଇଥିବା ଟିମ୍ ଫେରିଲେ। ବାହାରକୁ ବାହାରିବା ପରେ ଶୁଭେନ୍ଦୁ ମଲ୍ଲିକ ସୂଚନା ଦେଇଛନ୍ତି। ଆମକୁ ଷ୍ଟାଣ୍ଡବାଇ ରଖାଯାଇଥିଲା, ଆମେ ଅପେକ୍ଷା କରିଥିଲୁ। ‘ଆମେ ଭିତରକୁ ଯାଇନଥିଲୁ, ବାହାରେ ଅପେକ୍ଷା କରିଥିଲୁ। ଏବେ ଆମକୁ ବାହାରକୁ ଯିବାକୁ କୁହାଯାଇଥିଲା ବୋଲି କହିଲେ ଶୁଭେନ୍ଦୁ। Post navigation ବିଦ୍ୟୁତ ଆଘାତ ଲାଗି ୧୦ରୁ ଊର୍ଦ୍ଧ୍ୱ ଶିଶୁ ଗୁରୁତର ଖୋଲିଲା ଭିତର ରତ୍ନଭଣ୍ଡାର: ତଢ଼ଉକରଣ