Shreemayee is with us-Snehangini Chhuria
ବିଜେଡିର ଆଭ୍ୟନ୍ତରୀଣ କନ୍ଦଳର ଆଉ ଏକ ଚିତ୍ର ଆଜି ପଦାକୁ ଆସିଛି । ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସୋସିଆଲ ମିଡିଆରେ ‘ମହାଭାରତର ଧୃତରାଷ୍ଟ୍ର’ ଉପାଖ୍ୟାନର ଉଦାହରଣ ଦେଇ ପରୋକ୍ଷରେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିବାବେଳେ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଗଣମାଧ୍ୟମରେ ଆଭ୍ୟନ୍ତରୀଣ କନ୍ଦଳକୁ ଲୁଚାଇବାକୁ ପ୍ରୟାସ କରିଛନ୍ତି ।
 
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, ଶ୍ରୀମୟୀ ଆମ ସହିତ ଅଛନ୍ତି, ନବୀନ ବାବୁ ତାଙ୍କୁ ଗୁରୁ ଦାୟିତ୍ଵ ଦେଇଛନ୍ତି । ପଶ୍ଚିମ ଓଡିଶା ନେତ୍ରୀ ଭାବେ ତାଙ୍କ ସହ ମୋର ଘନିଷ୍ଠତା ଅଛି । ସୋସିଆଲ୍‌ ମିଡିଆରେ ଭାବନା, ଦଳ ସହିତ ସମ୍ପର୍କ ନାହିଁ । ଯେଉଁଦିନ ନିଯୁକ୍ତି ପାଇଲୁ, ସେଦିନ ମଧ୍ୟ ସେ ତାଙ୍କ ସହିତ କଥା ହୋଇଛନ୍ତି ।
 
 

By Nirvay

Leave a Reply

Your email address will not be published. Required fields are marked *