କଟକ ଏସ୍ସିବି ମେଡିକାଲର ସଂପ୍ରସାରଣ କାମ ବେଳେ ଅଘଟଣ । ଏସସିବି ସେକେଣ୍ଡ କ୍ୟାମ୍ପସରେ ନିର୍ମାଣ କାମ ଚାଲୁଥିବାବେଳେ କାର୍ଯ୍ୟରେ ଲାଗିଥିବା କ୍ରେନ୍ ଭାଙ୍ଗି ପଡ଼ିଯିବାରୁ ୩ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ଉଦ୍ଧାକାରୀ ଟିମ୍ ପହଞ୍ଚି ଗୁରୁତର ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । ଗୁରୁତର ମାନଙ୍କୁ ଏସ୍ସିବି କାଜୁଆଲଟିରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। କିନ୍ତୁ କେଉଁ କାରଣରୁ କ୍ରେନ୍ ଟି ଭାଙ୍ଗି ପଡ଼ିଛି ସେନେଇ ସ୍ପଷ୍ଟ ଜଣା ପଡ଼ିନି । Post navigation ୩୦ ଟଙ୍କାରେ ଆଳୁ ଦେବେ ରାଜ୍ୟ ସରକାର ପୁଣି ରିମାଣ୍ଡରେ ଯିବ ରଙ୍ଗିଲା ସତ୍ୟଜିତ ସାମଲ