କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା। ଆଜିଠାରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଜାରି ରହିବ। ପକ୍ଷୀ ଗଣନା କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ବନ ବିଭାଗ ପକ୍ଷରୁ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ପକ୍ଷୀ ଗଣନା ସମୟରେ ପ୍ରାୟ ୧୦ଟି ବିଭିନ୍ନ ପ୍ରଜାତିର ଦେଶୀୟ ତଥା ମୌସୁମୀ ପକ୍ଷୀଙ୍କର ଗଣନା କରାଯିବ।

Leave a Reply

Your email address will not be published. Required fields are marked *