ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା-ବାଲିଯାତ୍ରା । ଏ ନେଇ ଆଜି ‘ଏକ୍ସ’ରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସାମିଲ କରାଯାଇଛି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାୟଳ ଅଧୀନ ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶାର ଦୁଇଟି ବଡ଼ ଉତ୍ସବ ରଥଯାତ୍ରା ଏବଂ ବାଲିଯାତ୍ରାକୁ ସ୍ବୀକୃତି ପ୍ରଦାନ କରାଯାଇଛି।। ପୂର୍ବରୁ ସଂସ୍କୃତି ମନ୍ତ୍ରାଳୟକୁ SJTA ଏନେଇ ପ୍ରସ୍ତାବ ପଠାଇଥିଲା । Post navigation ଆସନ୍ତା ୪ ଓ ୫ରେ ପ୍ରଶିକ୍ଷଣ ନେବେ ପାଳିଆ ସେବାୟତ ପିଏଫ୍ ଉଠାଣ: ଏଏସଏସି ୫ ଲକ୍ଷକୁ ବୃଦ୍ଧି