ନବୀନଙ୍କ ଛାୟା ମନ୍ତ୍ରୀମଣ୍ଡଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଅସ୍ତିତ୍ବ ଅଛି ବୋଲି ଜଣାଇବାକୁ ନବୀନ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଆମେ ଖୁସି ଯେ ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି। ସେମାନେ ସଜାଗ ରୁହନ୍ତୁ, ଆମେ କାହିଁକି ଡରିବୁ। ଆମେ ତ ରାଜକୋଷ ଲୁଟିବା ଯୋଜନା କରୁନୁ ଯେ ଡରିବୁ। ଆମ ଓଡ଼ିଶା ନବୀନ ଓଡ଼ିଶା ଓ ୫ଟିକୁ ହଟେଇବୁ।

ସେ ଆହୁରି କହିଥିଲେ ଆମେ ଶତ ପ୍ରତିଶତ କାମ କରିବାକୁ ଆସିଛୁ, କାମ କରିବୁ। ଡରିବୁ କାହିଁକି। ଛାୟା ମନ୍ତ୍ରୀମଣ୍ଡଳ କଲେ, ସେଠି ଛାୟା ମୁଖ୍ୟମନ୍ତ୍ରୀ କିଏ ? ଯାହା ଉପରେ ସିଏ ଭରସା କରିଥିଲେ ସିଏ ତ ଆଉଟ ହୋଇଗଲେ।

Leave a Reply

Your email address will not be published. Required fields are marked *