police constable attacked by accused in Kantabanji
କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁରେ ଅଭିଯୁକ୍ତର ପଥର ମାଡ଼ରେ କନେଷ୍ଟବଳ ଗୁରୁତର ହୋଇଥିବା ସୂଚନା ମିଳିଛି ।
 
ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ କନେଷ୍ଟବଳ । ଗୁରୁତର କନେଷ୍ଟବଳ କଣ୍ଟାବାଞ୍ଜି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ।
 
 
 

By Nirvay

Leave a Reply

Your email address will not be published. Required fields are marked *