ରୁଷିଆରେ ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତୃତୀୟ ପାଳିରେ ୩ଟି ବଡ଼ କାମ କରିବୁ ବୋଲି କହିଛନ୍ତି। ଭାରତ ବିଶ୍ୱର ତୃତୀୟ ଅରଥଶକ୍ତି ଦେଶ ହେବ। ୩ କୋଟି ଘର, ୩ କୋଟି ମହିଲଳାଙ୍କୁ ଲକ୍ଷପତି ଦିଦି କରାଯିବ।

ଭାରତ ଏଭଳି ଏକ ଦେଶ ଯେଉଁ ଲକ୍ଷ୍ୟ ନିଏ, ତାକୁ ପୂରଣ କରେ। ଆପଣମାନଙ୍କ ଭଳି ସାଥି ଥିଲେ ଏ ଲକ୍ଷ୍ୟ ଖୁବଶୀଘ୍ର ପୂରଣ ହେବ। ବିଦେଶର ଲୋକ ଭାରତ ଗଲେ କହୁଛନ୍ତି ଭାରତ ବଦଳୁଛି। ସବୁ ଚାଷୀ, ମହିଳା, ଯୁବବର୍ଗ ଭାରତକୁ ବିକଶିତ କରିବାକୁ ସଂକଳ୍ପ ନେଇଛନ୍ତି।

Leave a Reply

Your email address will not be published. Required fields are marked *