ତିନିଦିନିଆ ବୃନେଇ ଓ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୃନେଇର ରାଜା ସୁଲତାନ ହାଜି ହସନାଲ ବୋଲିକିଆହାଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ଗସ୍ତ କରିଛନ୍ତି। କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସରକାରୀ ବୃନେଇ ଗସ୍ତ। ବୃନେଇ ପରେ ସିଙ୍ଗାପୁର ଯିବେ ପ୍ରଧାନମନ୍ତ୍ରୀ ମୋଦି । ସେପ୍ଟେମ୍ବର ୪ ଓ ୫ରେ ସିଙ୍ଗାପୁର ଗସ୍ତ କରିବେ ।

Leave a Reply

Your email address will not be published. Required fields are marked *