ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ଲାଷ୍ଟିକ୍ ଉପରେ ବ୍ୟାନ ଲଗାଯାଇଛି। ପ୍ଲାଷ୍ଟିକ କଳସ, ପ୍ଲାଷ୍ଟିକ ତିଆରି ଅନ୍ୟ ସାମଗ୍ରୀ ସଂପୂର୍ଣ୍ଣ ନିଷେଧ ହୋଇଛି। ଦେବୋତ୍ତର ବିଭାଗ ଓ ପୂଜକ କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିସହ କାଉଡିଆମାନେ ଶ୍ରାବଣ ମାସ ସୋମବାରରେ ନୂଆ ପୋଲ ପୂର୍ବରୁ ବାହୁଙ୍ଗି ରଖିବେ। କେବଳ ମାଟି ଓ ପିତଳ କଳସ ନେଇ ଜଳ ଲାଗି କରିବାକୁ ଅନୁମତି ଦିଆଯିବ।

Leave a Reply

Your email address will not be published. Required fields are marked *