Pipili MLA Ashrit Patnaik attacked
ପୁରୀ ଜିଲ୍ଲା, ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ବରଜୁପାଟଣା ଗାଁରେ ଆୟୁଷ୍ମାନ କାର୍ଡ ବଣ୍ଟନ ପାଇଁ ଯାଇଥିବା ବେଳେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡ଼ି ଉପରେ ଜଣେ ଦୁର୍ବୁତ୍ତ ଆକ୍ରମଣ କରିଛି ।
 
ସୂଚନା ଅନୁଯାୟୀ, ବିଧାୟକ ଗାଡ଼ିରୁ ଓହ୍ଲାଇ ଯାଇଥିବା ବେଳେ, ଆକ୍ରମଣରେ ବିଧାୟକଙ୍କ ଗାଡ଼ି ଡ୍ରାଇଭର୍ ଆହତ ହୋଇଛନ୍ତି । ଦୁର୍ବୁତ୍ତ ବିଧାୟକଙ୍କ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛି ।

By Nirvay

Leave a Reply

Your email address will not be published. Required fields are marked *