BJP is trying to win Nuapada Bypoll by force: Congress

କିଏ ହେବେ ଓଡ଼ିଶା ପିସିସି ସଭାପତି ସେ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଦିଲ୍ଲୀ ନିର୍ବାଚନ ପରେ ପିସିସି ସଭାପତି ନାଁ ଘୋଷଣା କରିବେ ହାଇକମାଣ୍ଡ ବୋଲି ଆଜି ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ସେ କହିଛନ୍ତି ପିସିସି ସଭାପତି ପାଇଁ  ଦୁଇଜଣ ପର୍ଯ୍ୟବେକ୍ଷକ ସେମାନଙ୍କ ରିପୋର୍ଟ ଦେଇଛନ୍ତି । ଦିଲ୍ଲୀ ନିର୍ବାଚନ ପାଇଁ ନେତାମାନେ ସମସ୍ତେ ବ୍ୟସ୍ତ ଅଛନ୍ତି  । ୬ ମାସ ହେବ କଂଗ୍ରେସ ପିସିସି ମୁଖିଆ ନଥିବା ବେଳେ କଂଗ୍ରେସର ତୃଣମୂଳ ସ୍ତରରୁ ରାଜ୍ୟ ନେତୃତ୍ୱ ଯାଏ ନବକଳେବର ହେବ । ନିୟମ ଅନୁସାରେ ନିର୍ବାଚନ ପ୍ରକ୍ରିୟାର ସମୟ ହୋଇନାହିଁ ବୋଲି କହିଛନ୍ତି ସାଲୁଜା ।

Leave a Reply

Your email address will not be published. Required fields are marked *