ମଝି ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଫସିରହିଛି। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମହିଁସା ନିକଟରେ ଅଟକିଲା। ଡଙ୍ଗାରେ ୪୦ରୁ ଊର୍ଦ୍ଧ୍ଵ ଲୋକ ଓ ପ୍ରାୟ ୨୦ଟି ବାଇକ୍ ଥିବା ଜଣାପଡିଛି। ଜହ୍ନିକୁଦାରୁ ସାତପଡ଼ା ଯାଉଥିଲା ବେଳେ ଚିଲିକା ମଝିରେ ଅଟକି ଯାଇଥିଲା। ଘଣ୍ଟାଏ ହେଲା ଡଙ୍ଗା ଫସିରହିଛି। Post navigation ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମାଗଣା ମହାପ୍ରସାଦ ମିଳିବ ସରକାରୀ ଟିକସ ହେରଫେର; ଆସିଷ୍ଟାଣ୍ଟ କମିଶନରଙ୍କୁ ଗିରଫ କଲା ଭିଜିଲାନ୍ସ