ପାର୍ଟ-ପ୍ଲଟ ପଞ୍ଜୀକରଣ ନେଇ ସହଜ ଓ ସରଳ ବାଟ ଖୋଲିଲା । କିଛି ମାସ ରାଜ୍ୟରେ ପାର୍ଟ ପ୍ଲଟ୍ ପଞ୍ଜୀକରଣ ବନ୍ଦ ହୋଇଥିବାବେଳେ ପୁଣି ପାର୍ଟ ପ୍ଲଟ୍ ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଛି । ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ଦ୍ଵିତୀୟ ସୟଶୋଧନ ରୁଲ୍ ଆସିଲା । ବିନା ଅନୁମୋଦନରେ ଥରକେ ୫୦୦ ବର୍ଗମିଟର ବିକ୍ରି କରିହେବ । ମାତ୍ର ବିକ୍ରି ପାର୍ଟ ପ୍ଲଟ୍ ରିୟଲ ଇଷ୍ଟେଟ୍ ପାଇଁ ବ୍ୟବହାର ମନା । ଏକାଧିକ ଅଂଶିଦାର ଥିବା ଜମି କ୍ଷେତ୍ରରେ ବି ୫୦୦ ବର୍ଗମିଟର ବିକି ହେବ । Post navigation ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍ମା ସସ୍ପେଣ୍ଡ୍ ଡ୍ରାଇଭର ଏକତା ମଞ୍ଚର ଆନ୍ଦୋଳନକୁ ଟ୍ରକ୍ ଓ ବସ୍ ମାଲିକ ସଂଘର ସମର୍ଥନ