ଗତ ୫ ବର୍ଷରେ ମାତ୍ର ୩୦ଟି ଶିଳ୍ପ କାର୍ଯ୍ୟକ୍ଷମ ହୋଇଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି । ୫୧୨ ଶିଳ୍ପ ସଂସ୍ଥା ଏମ୍‌ଓୟୁ କରିଥିଲେ । ହେଲେ ସେଥିରୁ ମାତ୍ର ୩୦ଟି କାର୍ଯ୍ୟକ୍ଷମ ହୋଇଛି। ୧୧ ଲକ୍ଷ ୮୫ ହଜାର ୨୮୧ କୋଟି ନିବେଶ ପାଇଁ ଏମ୍‌ଓୟୁ ସ୍ଵାକ୍ଷର ହୋଇଥିଲା। ଯେଉଁଥିରେ ୫ ଲକ୍ଷ ୩୧ ହଜାର ନିଯୁକ୍ତି ସୃଷ୍ଟି ସମ୍ଭାବନା ମଧ୍ୟ ଥିଲା। ୨୩୫ଟି ସଂସ୍ଥାକୁ ୮ ହଜାର ୬୫୨ ଏକର ଜମି ଦିଆଯାଇଥିବା ନେଇ ସୂଚନା ମଧ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *