ଅନଲାଇନ୍ ବେଟିଂ ଗେମର ହେଲା ପର୍ଦ୍ଦାଫାସ । ଅନଲାଇନ୍ ବେଟିଂ ଗେମର ପର୍ଦ୍ଦାଫାସ କଲା ବଲାଙ୍ଗିର ପୋଲିସ । ଏହି ମାମଲାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରିଛି ପୋଲିସ। ଯୁବକ ମାନଙ୍କ ମଧ୍ୟରେ ୪ ଜଣ ରାଜ୍ୟ ବାହାରର ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନଙ୍କ ଠାରୁ ୩ଟି ଲାପଟପ୍, ବ୍ୟାଙ୍କ ପାସବୁକ୍ ସହ ୧୮ଟି ମୋବାଇଲ ଜବତ କରାଯାଇଛି । ସୂଚନା ଯୋଗ୍ୟ; ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଲାୟନ୍ସ ପବ୍ଲିକ ସ୍କୁଲ ନିକଟରେ ଏକ ଭଡ଼ା ଘରେ ଚାଲିଥିବା ଅନଲାଇନ ବେଟିଂ ଗେମ୍ । ଚଢ଼ାଉ କରି ମାଷ୍ଟର ମାଇଣ୍ଡ ସହ ୫ ଜଣ ଯୁବକଙ୍କୁ ଗିରଫ କଲା ବଲାଙ୍ଗିର ପୋଲିସ । Post navigation ଫେବୃଆରୀ ୮ ରେ ମହିଳାମାନଙ୍କୁ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା କଳାହାଣ୍ଡି ପୋଲିସ ହାତରେ ୮ ଦୁର୍ଦ୍ଦାନ୍ତ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ; ୩ କୋଟି ୫୧ ଲକ୍ଷ ଟଙ୍କା ଜବତ