ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ପାଳନ ହୁଏ ‘ବିଶ୍ବ କ୍ୟାନସର ଦିବସ’। କର୍କଟ ରୋଗ ବିଷୟରେ ସଚେତନତା ପୂର୍ବକ ଏହି ଦିନକୁ ପାଳନ କରାଯାଏ। ଆଜି ଏହି ବିଶ୍ବ କର୍କଟ ଦିବସରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଓଡ଼ିଶାରେ ତିଆରି ହେବ କ୍ୟାନ୍ସର ରେଜିଷ୍ଟ୍ରି । ଏ ନେଇ ଆଜି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର । ସେ କହିଛନ୍ତି ସାରା ରାଜ୍ୟର ତଥ୍ୟକୁ ନେଇ ଦୁଇ ପ୍ରକାର ରେଜିଷ୍ଟ୍ରି ରହିବ । ହସ୍ପିଟାଲ୍ ଆଧାରିତ ଓ ଜନସଂଖ୍ୟା ଆଧାରିତ ରେଜିଷ୍ଟ୍ରି ରହିବ । ପ୍ରକାର ଭେଦ, କେଉଁ ଅଞ୍ଚଳରେ କେଉଁ କ୍ୟାନ୍ସର ରେଜିଷ୍ଟ୍ରିରୁ ଜଣାପଡ଼ିବ । ତଥ୍ୟ ଆଧାରରେ ସରକାର ଜନସ୍ବାସ୍ଥ୍ୟ ପାଇଁ ପଦକ୍ଷେପ ନିଆଯିବ । Post navigation ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ପାଞ୍ଚଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା, ଜାଣନ୍ତୁ କେଉଁଠି ରଖିବେ ଗାଡ଼ି ଭିଜିଲାନ୍ସ ଜାଲରେ ଏଏସ୍ଆଇ