କଂଗ୍ରେସର ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ କଲେ ବାଚସ୍ପତି । ମୋହନ ସରକାର ବିରୋଧରେ ଅନାସ୍ଥା ଆଣିଥିଲା କଂଗ୍ରେସ। ଗୃହରେ ଅଚଳାବସ୍ଥା ଯୋଗୁଁ ଅବଧି ସରିଛି ଜଣାଇଲେ ବାଚସ୍ପତି। ନୋଟିସ୍ ଆସିବାର ପରଦିନ ଗୃହକୁ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଗୃହ ସ୍ବାଭାବିକ ନଥିବାରୁ ଗୃହକୁ ଆସି ପାରିନଥିଲା। ଅନ୍ୟପଟେ ଅନାସ୍ଥା ଅଗ୍ରାହ୍ୟ ପରେ କକ୍ଷତ୍ୟାଗ କଲା କଂଗ୍ରେସ। କକ୍ଷତ୍ୟାଗ ପରେ ପ୍ରତିବାଦରେ ଗାନ୍ଧିମୂର୍ତ୍ତି ତଳେ କଂଗ୍ରେସର ଧାରଣା। କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ବିଜେପି, ବିଜେଡି ମିଶିକି ଗୃହକୁ ଜାଣିଶୁଣି ଅଚଳ କରିଛନ୍ତି। Post navigation ବଳଙ୍ଗା ପୀଡ଼ିତା ନିଜେ କିରାସିନି ଢ଼ାଳି ପୋଡ଼ି ହୋଇଥିଲେ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆ ପିଢ଼ି ଏବଂ ବିକଶିତ ଭାରତର ସ୍ରଷ୍ଟାଙ୍କ ପାଇଁ ଉପହାର ‘ଜିଏସଟି ସୁଧାର’: ମନମୋହନ ସାମଲ