Odisha Govt to Provide Free Sand for Housing Under PM Awas Yojana
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ମାଗଣା ବାଲି ମିଳିବ । ଘର ତିଆରି ପାଇଁ ରାଜ୍ୟ ସରକାର ୨ ଟ୍ରାକ୍ଟର୍‌ ବାଲି ଦେବେ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ପରମିଟ ଇସ୍ୟୁ ହେବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
 
ହାଇୱାରେ ବାଲି ଅଣାଯାଉଥିବାରୁ ରାସ୍ତା ଖରାପ ହେଉଛି ତେଣୁ ବାଲି ଉଠାଣ ପାଇଁ ହାଇୱା ବଦଳରେ  ଅନ୍ୟ ଗାଡି ବ୍ୟବହାର ହେବ । କେଉଁ ଗାଡ଼ିରେ ବାଲି ଅଣାଯିବ ସେ ନେଇ SOP ଆସିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *