ରାଜ୍ୟରେ ଦୁର୍ନୀତି ଅଭିଯୋଗରେ ରାଜ୍ୟ ସମବାୟ ବ୍ୟାଙ୍କ ଓ ସମବାୟ ଗୃହ ନିର୍ମାଣ ନିଗମକୁ ଭାଙ୍ଗିଲେ ରାଜ୍ୟ ସରକାର। ଏଣିକି ରାଜ୍ୟ ସରକାର ଦୁଇଟି ବୋର୍ଡର ବ୍ୟାପାର ବୁଝିବେ ବୋଲି ସମବାୟ ସମିତି ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । Post navigation ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ ସାଂଘାତିକ ଅଭିଯୋଗ: ନିବେଦିତା ମାଡାମଙ୍କ ବିନା ଅନୁମତିରେ କିଛି କାମ ହୁଏନି