ସୀମା ଟପିଲେ କଂଗ୍ରେସ କର୍ମୀ । ଆନ୍ଦୋଳନ ସମୟରେ ପୋଲିସର କଲର୍ ଧରି ଟଣାଓଟରା କରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ବିଧାୟକ ରମେଶ ଜେନା ବିଧାନସଭା ଭିତରକୁ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ ବେଳେ ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ ତାଙ୍କୁ ବୁଝାଇଥିଲେ ଏତିକି ବେଳେ ଜଣେ କଂଗ୍ରେସ କର୍ମୀ ନରସିଂହଙ୍କ କଲର ଭିଡି ମୁଣ୍ଡରୁ ଟୋପି ଖସାଇ ଦେଇଥିଲେ । ବିଶୃଙ୍ଖଳିତ ଆଚରଣ ପାଇଁ ଗତକାଲି ୧୨ ବିଧାୟକ ସସ୍ପେଣ୍ଡ ହୋଇଥିଲେ । ଆଜି ଆଉ ଦୁଇ ଜଣଙ୍କୁ ନିଲମ୍ବନ କଲେ ବାଚସ୍ପତି । Post navigation ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ