Odisha Apartments Act- 2023

ଓଡ଼ିଶାରେ ଆପାର୍ଟମେଣ୍ଟ ପଞ୍ଜୀକରଣକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଓଡ଼ିଶା ଆପାର୍ଟମେଣ୍ଟ ଆଇନ-୨୦୨୩ ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ IGR ଓଡ଼ିଶାକୁ ଚିଠି ଲେଖିଛି ରାଜସ୍ଵ ବିଭାଗ ।

ରାଜ୍ୟରେ ୨୦୧୭ ମସିହାରେ ରେରା ଆଇନ ଆସିବା ପୂର୍ବରୁ ନିର୍ମିତ ସବୁ ଆପାର୍ଟମେଣ୍ଟ ଗୁଡ଼ିକର ପଞ୍ଜୀକରଣ କରୁଥିବା ସମସ୍ତ ରେଜିଷ୍ଟ୍ରେସନ ଅଧିକାରୀଙ୍କୁ ନିର୍ଦ୍ଦେଶ ପାଇଁ ଚିଠି ଲେଖିଛି ରାଜସ୍ଵ ବିଭାଗ ।

Odisha Apartment Act

By Nirvay

Leave a Reply

Your email address will not be published. Required fields are marked *