oas-association-withdraw-its-stike-after-arrest-of-jagannath-pradhan
ବିଏମସି ଅରିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଆନ୍ଦୋଳନ କରୁଥିବା ଓଏଏସ ସଂଘ ଆଜି ଆନ୍ଦୋଳନରୁ ଓହରିଛି ।
 
ଗୁରୁବାର ରାତିରେ ଘଟଣାର ସେମାନେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କହୁଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ପୋଲିସ ଗିରଫ କରିବା ପରେ ସଂଘ ଆନ୍ଦୋଳନରୁ ହଟିଥିବା ସୂଚନା ଦିଆଯାଇଛି ।
 
ପୂର୍ବରୁ ଜଗନ୍ନାଥଙ୍କୁ ଗିରଫ ନ କଲା ଯାଏଁ ଓଏଏସ ସଂଘ ସମୂହ ଛୁଟିରେ ରହିବେ ବୋଲି ସଫା ସଫା ଶୁଣାଇଦେଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *