ଜୁନ୍ ୨୧ NEET-UG ୨୦୨୬ ପରୀକ୍ଷା ପାଇଁ ଜାରି ହେଲା ସହର ଆଲର୍ଟମେଣ୍ଟ । କେଉଁ ସହରରେ ପରୀକ୍ଷା ଦେବେ ୱେବସାଇଟ୍ରେ ସୂଚନା ଦେଲା ଏନଟିଏ । ପଞ୍ଜିକୃତ ପ୍ରାର୍ଥୀମାନେ ଏବେ ସରକାରୀ ୱେବସାଇଟ୍ http://neet.nta.nic.in କୁ ଯାଇ ସେମାନଙ୍କ ପରୀକ୍ଷା ପାଇଁ ନିର୍ଦ୍ଧାରିତ ସହର ଯାଞ୍ଚ କରିପାରିବେ। ଆପ୍ଲିକେସନ୍ ନଂ ଓ ପାସୱାର୍ଡ ଦେଇ ସୂଚନା ସଂଗ୍ରହ ପାଇଁ ପରାମର୍ଶ ଦିଆଯାଇଛି। Post navigation Naveen Patnaik Returns from Delhi: ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ନବୀନ ପଟ୍ଟନାୟକ UPSC Free Coaching in Odisha: ଦେୟମୁକ୍ତ ହେବ ୟୁପିଏସସି ସିଭିଲ୍ ସର୍ଭିସ୍ କୋଚିଂ