nikunj-dhal-will-go-on-central deputation/
କେନ୍ଦ୍ରୀୟ ଡେପୁଟେସନରେ ଯିବେ ବରିଷ୍ଟ ଆଇଏଏସ୍ ନିକୁଞ୍ଜ ଧଳ । କିଛିଦିନ ମଧ୍ୟରେ ପ୍ରକାଶ ପାଇପାରେ ବିଜ୍ଞପ୍ତି ।
 
୧୯୯୩ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ନିକୁଞ୍ଜ ଧଳଙ୍କୁ ମାର୍ଚ୍ଚ ୨୦୨୩ରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଭାବରେ ନିଯୁକ୍ତି ଦିଆଯାଇଥିଲା । ରାଜ୍ୟରେ ୨୦୨୪ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ତାଙ୍କ ତତ୍ତ୍ୱାବଧାନତାରେ ପରିଚାଳିତ ହୋଇଥିଲା ।
 
ନିକୁଞ୍ଜ ଧଳ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସହିତ ସ୍ୱତନ୍ତ୍ର ରିଲିଫ କମିସନର ମଧ୍ୟ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *