ତୃଣମୂଳ ସ୍ତରରେ ମହିଳାମାନଙ୍କ ସହ ଜଡିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ କାଲି ଅନୁଷ୍ଠିତ ହେବ ମହିଳା ଜନ ଶୁଣାଣି କାର୍ଯ୍ୟକ୍ରମ । ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନର ଏକାମ୍ର ହଲରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକରଙ୍କ ଉପସ୍ଥିତିରେ ମହିଳା ଜନ ଶୁଣାଣି ଅନୁଷ୍ଠିତ ହେବ । ଜାତୀୟ ମହିଳା ଆୟୋଗ “ଜାତୀୟ ମହିଳା କମିଶନ – ଆପଣଙ୍କ ଦ୍ୱାରରେ” ଶୀର୍ଷକ ଏକ ଜନ ଶୁଣାଣି ଆୟୋଜନ କରୁଛନ୍ତି । ସମସ୍ୟାରେ ପୀଡ଼ିତ ମହିଳା ଏହି ଜନ ଶୁଣାଣିକୁ ଆସି ଭାଗ ନେଇ ନିଜ ନିଜ ସମସ୍ୟା ଜଣେଇପାରିବେ । Post navigation ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ଅମିତ ଶାହଙ୍କୁ ଚିଠି ଲେଖିଲେ ସାଂସଦ ପ୍ରଦୀପ ପୁରୋହିତ କୋରାପୁଟର ଲକ୍ଷ୍ମୀପୁରରେ ଲଜ୍ଜା; ପାହାଡ ଉପରକୁ ଟେକି ନେଇ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ