ବିଜେଡି ସଭାପତି ନବୀନ ପଟ୍ଟନାୟକ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସପକ୍ଷରେ ବାହାରି ପୋଲିସର ଆଚରଣକୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀରେ ନିଟ ପରୀକ୍ଷା ବିବାଦକୁ ନେଇ ପ୍ରତିବାଦ କରୁଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଛାତ୍ରଛାତ୍ରୀଙ୍କୁ ପୋଲିସର ଦୁର୍ବ୍ୟବହାରକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିଛନ୍ତି ନବୀନ। Post navigation Rama Devi Death Anniversary: ବିଧାନସଭା ପରିସରରେ ପାଳନ ହେଲା ରମାଦେବୀଙ୍କ ଶ୍ରାଦ୍ଧ ଦିବସ Vigilance Traps OAV Principal: ଲାଞ୍ଚ ନେଇ ଧରାପଡ଼ିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ