ଆଜି ରାଜ୍ୟ ଅତିଥି ଭବନରେ ଭାରତୀୟ ଜନତା ପାର୍ଟିର ଅନୁଷ୍ଠିତ ବୈଠକ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ଗସ୍ତ ସରକାରୀ ଥିଲା । ରାଜ୍ୟର ନୂଆ ସଭାପତି ଚୟନ ନେଇ କୌଣସି ଆଲୋଚନା ହୋଇନାହିଁ ବୋଲି ସାମଲ କହିଛନ୍ତି । Post navigation ୨୦ ବର୍ଷର ହାଟ ସମସ୍ୟାର ସମାଧନ; ନୂଆ ରୂପ ନେବ ସହିଦ ନଗର ହାଟ ରାଜ୍ୟରେ ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ