ସ୍କୁଲରେ ପଢ଼ାଉଥିବା ବେଳେ ଗିରଫ କଲା ପୋଲିସ । ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କଲା ତିଗିରିଆ ପୋଲିସ । ୨୦୨୩ କଟରା ଗ୍ୟାଙ୍ଗ ମୁଖ୍ୟ ବିଶ୍ବନାଥ ହତ୍ୟା ମାମଲାରେ ଥିଲେ ମୁଖ୍ୟ ଅଭିଯୁକ୍ତ ଥିଲେ ଶିକ୍ଷକ । ଗୋକର୍ଣ୍ଣଖାଲ ପ୍ରାଥମିକ ବିଦ୍ୟାଳୟରେ ପଢ଼ାଉ ଥିବାବେଳେ ଗିରଫ । ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ କଟକ ତିଗିରିଆ ଥାନା ଗୋକର୍ଣ୍ଣଖାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ନାୟକ। ଦୀର୍ଘ ଦିନ ପୋଲିସକୁ ଚକମା ଦେଇ ଫେରାର ପରେ ଫେରିଥିଲେ ପ୍ରଶାନ୍ତ

ସୂଚନା ଯୋଗ୍ୟ; ୨୦୨୩ ଏପ୍ରିଲ ୧୮ ତାରିଖରେ ହୋଲି ଦିନ କଟରା ଗ୍ୟାଙ୍ଗ ମୁଖ୍ୟ ବିଶ୍ଵନାଥକୁ ହତ୍ୟା କରାଯାଇଥିଲା । ତିଗିରିଆ ଥାନା ଗୋକର୍ଣ୍ଣଖାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ନାୟକ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ । ଘଟଣା ପରଠାରୁ ସେ ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିଲେ ।

Leave a Reply

Your email address will not be published. Required fields are marked *