ମୁମ୍ବାଇ: ଆଜି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଆଉ ଏଥିପାଇଁ ଚଳଚଞ୍ଚଳ ପୂରା ଅଯୋଧ୍ୟା ନଗରୀ । ସେହି ଦିବ୍ୟ ମୁହୂର୍ତ୍ତକୁ ସାରା ଦେଶ ଅନାଇ ବସିଛି । ବିଭନ୍ନ ସ୍ଥାନରେ ଏହି ଉତ୍ସବକୁ ପାଳନ ପାଇଁ ଭିନ୍ନ ଭିନ୍ନ ସ୍ୱତନ୍ତ୍ର ବ୍ୟବସ୍ଥାର ଆୟୋଜନ କରାଯାଇଛି । ଆଉ ଏଥିରୁ ବାଦ୍ ପଡ଼ିନାହିଁ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର । ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ‘ଆଣ୍ଟିଲିଆ’ ସଂପୂର୍ଣ୍ଣ ଭାବେ ସଜେଇ ହୋଇଛି । ଆଣ୍ଟିଲିଆ ଜୟ ଶ୍ରୀରାମ ଏବଂଆଲୋକରେ ଦୀପ ସହ ସଜେଇ ହୋଇଛି। Post navigation ଶ୍ରୀରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଉତ୍ସବମୁଖର ସମଗ୍ର ଦେଶ ୫୦୦ ବର୍ଷର ସ୍ବପ୍ନ ହେବ ପୂରଣ; ପ୍ରତିଷ୍ଠା ହେବ ଅଯୋଧ୍ୟା ରାମ ମନ୍ଦିର