ଦିଗପହଣ୍ଡି ଫାଶିଗୁଡ଼ା ଗାଁରେ ମନ୍ଦିର ପ୍ରତିଷ୍ଠା ବେଳେ ଅଘଟଣ ଘଟିଛି। ଏହି ସମୟରେ ବିଦ୍ୟୁତ ଆଘାତ ଲାଗି ୧୦ରୁ ଊର୍ଦ୍ଧ୍ୱ ଶିଶୁ ଗୁରୁତର ହୋଇଛନ୍ତି। ରାମାୟଣ ନାଟକ ପ୍ରଦର୍ଶନ ବେଳେ ଷ୍ଟେଜ ନିକଟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଆହତ ଶିଶୁମାନଙ୍କ ବୟସ ୭ରୁ ୧୨ ବର୍ଷ ମଧ୍ୟରେ ହେବ। ୮ ଜଣ ଏମକେସିଜି ହସ୍ପିଟାଲ ସ୍ଥାନାନ୍ତର ହୋଇଥିବା ବେଳେ ୨ ଜଣ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। Post navigation ପୁରୀ ଏସପି ବାହାରକୁ ଆସିଲେ, କହିଲେ ‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ’ ସାପ ଭୟ ନାହିଁ, ଫେରିଲେ ସ୍ନେକ ହେଲ୍ପଲାଇନ ଟିମ୍