Tag: Digapahandi

Landslide in Digapahandi: ଦିଗପହଣ୍ଡିରେ ପ୍ରବଳ ବର୍ଷା: ପାହାଡ଼ରୁ ଖସିଲା ପଥର ଓ ମାଟି ଅଟଡ଼ା; ଯାତାୟାତ ବାଧାପ୍ରାପ୍ତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷା ହେତୁ ସ୍ଥାନୀୟ ପାହାଡ଼ରୁ ବିଶାଳ ପଥର ସହ ମାଟି ଅଟଡ଼ା ଖସିପଡ଼ିବାରୁ ଚାରିଆଡ଼େ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବିଶେଷ କରି ପାଟପୁର ଆଙ୍କୁଲି…

ଦିଗପହଣ୍ଡିରେ ବଢୁଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା

ଦିନକୁ ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି। ସାନଖେମୁଣ୍ଡି ପରେ ପାତ୍ରପୁରରେ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଦପୁର ପଞ୍ଚାୟତର ବିଭିନ୍ନ ଗାଁରେ ମଧ୍ୟ ବ୍ୟାପୁଛି ଝାଡ଼ାବାନ୍ତି । ସମସ୍ତ ଆକ୍ରାନ୍ତ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି…

ବିଦ୍ୟୁତ ଆଘାତ ଲାଗି ୧୦ରୁ ଊର୍ଦ୍ଧ୍ୱ ଶିଶୁ ଗୁରୁତର

ଦିଗପହଣ୍ଡି ଫାଶିଗୁଡ଼ା ଗାଁରେ ମନ୍ଦିର ପ୍ରତିଷ୍ଠା ବେଳେ ଅଘଟଣ ଘଟିଛି। ଏହି ସମୟରେ ବିଦ୍ୟୁତ ଆଘାତ ଲାଗି ୧୦ରୁ ଊର୍ଦ୍ଧ୍ୱ ଶିଶୁ ଗୁରୁତର ହୋଇଛନ୍ତି। ରାମାୟଣ ନାଟକ ପ୍ରଦର୍ଶନ ବେଳେ ଷ୍ଟେଜ ନିକଟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଆହତ ଶିଶୁମାନଙ୍କ ବୟସ…