ବିଧାନସଭାରେ ଏବେ ସ୍ମାର୍ଟ ହେବେ ବିଧାୟକ। ବିଧାନସଭାରେ ଆଉ କାଗଜ ନୁହେଁ ଲାଗିଲା ଟ୍ୟାବ୍ । ଯାହା ଫଳରେ ଏଥର ବିଧାନସଭାରେ ପେପର ନୁହେଁ ଟ୍ୟାବ୍‌ରେ ପଢ଼ିବେ ବିଧାୟକ। ଆଜି ପେପର୍ ଲେସ୍ ବିଧାନସଭା ଉଦଘାଟନ ହୋଇଛି । ବିଧାନସଭା ଗୃହରେ ସମସ୍ତ ୧୪୭ ବିଧାୟକଙ୍କ ଟେବୁଲରେ ଟ୍ୟାବର ବ୍ୟବସ୍ଥା କରାଯାଇଛି । ଏଥର ବିନା କାଗଜରେ ପ୍ରଶ୍ନୋତ୍ତର କିମ୍ବା ପ୍ରସ୍ତାବ ପଢ଼ିବେ ବିଧାୟକ । ନେଭା ତରଫରୁ ଏହି ବ୍ୟବସ୍ଥା ବିଧାୟକଙ୍କ ପାଇଁ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *