ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ସେ କହିଛନ୍ତି କି କେନ୍ଦ୍ରୀୟ ନିର୍ବାଚନ ବୈଠକରେ ରଣନୀତି ସ୍ଥିର ହୋଇଛି। ଏତିକି ନୁହଁ ପ୍ରାର୍ଥି ଚୟନ ମଧ୍ଯ ଖୁବ୍ ଶୀଘ୍ର ଚୂଡ଼ାନ୍ତ ହେବ। ସେ କହିଛନ୍ତି କି ଖୁବ୍ ଶୀଘ୍ର “ପ୍ରାର୍ଥୀ ଘୋଷଣା ହେବ”। ସେ ଏହା ମଧ୍ଯ କହିଛନ୍ତି କି ଏଥର ଆର୍ପାର୍ ଲଢ଼େଇ ହେବ, ସନ୍ଦେହ ନାହିଁ। Post navigation ବିଜେପିରେ ମିଶିପାରନ୍ତି ବିଜେଡିର ଏହି ନେତା ଓଡ଼ିଶାର ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି