Manmohan Samal's reaction to appointment of BJP State President

ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରେ ଆଜି ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି ।

ବୈଠକ ପରେ ମନମୋହନ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଖୁବଶୀଘ୍ର ନିଗମ ଓ ବୋର୍ଡ କମିଶନ ନିଯୁକ୍ତି ହେବେ ।

ସଭାପତି ନିଯୁକ୍ତି ପାଇଁ ଏହି ସ୍ଥାନ ଉପଯୁକ୍ତ ନୁହେଁ, ରାଜ୍ୟରେ ସରକାର ଠିକ୍ ଚାଲିଛି । ସଠିକ ସମୟରେ ବିଜେପି ରାଜ୍ୟ ସଭାପତି ଓ କର୍ପୋରେସନ ମୁଖ୍ୟ ମାନଙ୍କ ନାମ ଘୋଷଣା କରାଯିବ ବୋଲି ମନମୋହନ ସାମଲ କହିଛନ୍ତି ।

ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖ ଯୋଗଦେଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *