ଚକ୍ରରାଜ ସୁଦର୍ଶନଙ୍କ ପରେ ରଥରେ ବିରାଜିଥିଲେ ବଡ଼ ଠାକୁର ଶ୍ରୀ ବଳଭଦ୍ର । ଧାଡ଼ି ପହଣ୍ଡିରେ ଆସି ତାଳଧ୍ବଜରେ ବିରାଜିଲେ ବଡ଼ ଠାକୁର। ପଛରେ ଶୂନ୍ୟ ପହଣ୍ଡିରେ ଆସିଥିଲେ ହଳଦୀମୁହିଁ ଦେବୀ ସୁଭଦ୍ରା। ଘଣ୍ଟ ଘଣ୍ଟା ବାଦ୍ୟରେ କମ୍ପୁଛି ଶରଧା ବାଲି। Post navigation ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି ଆରମ୍ଭ ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତ