ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଜୟନାରାୟଣଙ୍କ ମନ୍ତବ୍ୟ ବିଷୟରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ମତାମତ ଦେବେ, ତାଙ୍କୁ ଦଳ ତରଫରୁ ଅଥରାଇଜ୍ କରାଯାଇଛି ବୋଲି କହିଛନ୍ତି ମନମୋହନ ସାମଲ । ସମ୍ବଲପୁର ବିଧାୟକ ଜୟନାରାୟଣ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ବଢୁଛି । ଏହାକୁ ବିରୋଧ କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୟନାରାୟଣ ମିଶ୍ରଙ୍କର ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । Post navigation ବାଚସ୍ପତିଙ୍କ ପୋଡ଼ିୟମ ମାଇକ୍ ଭାଙ୍ଗିଦେଲେ ତାରା ଖୁବଶୀଘ୍ର ଘୋଷଣା ହେବାକୁ ଯାଉଛି ବିଜେପିର ନୂଆ ରାଜ୍ୟ ସଭାପତି ନାଁ; ସୂଚନା ଦେଲେ ତରୁଣ ଚୁଗ