ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ବିଚ୍‌ ରାସ୍ତାରେ ଯୁବକଙ୍କୁ ହତ୍ୟା ଘଟଣାରେ ମୁକୁନ୍ଦପ୍ରସାଦରେ ପହଞ୍ଚିଲେ ଡିଜିପି ଓ ଗୁଇନ୍ଦା ନିର୍ଦ୍ଦେଶକ। ଟାଉନ ଥାନା ଅଞ୍ଚଳ ବଜାରରେ ଯୁବକଙ୍କୁ ହତ୍ୟା ପରେ ଛାନଭିନ୍ ଜାରି ରହିଛି। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ପରେ ଡିଜିପିଙ୍କ ସ୍ଥିତି ସମୀକ୍ଷା। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଡିଜିପି ନିବେଦନ କରିଛନ୍ତି। କେହି ଆଇନକୁ ହାତକୁ ନିଅନ୍ତୁ ନାହିଁ ବୋଲି କହିଲେ ଡିଜିପି। ଆଇନକୁ ହାତକୁ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ମୁକୁନ୍ଦପ୍ରସାଦ ମୌଜା ୨, ୨୧ ଓ ୨୨ ନଂ ୱାର୍ଡରେ ୧୬୩ ବିଏନଏସଏସ ପହଞ୍ଚିଛନ୍ତି। ୧ ଓ ୩ ନଂ ୱାର୍ଡର କିଛି ଅଞ୍ଚଳରେ ମଧ୍ୟ ୧୬୩ ବିଏନଏସଏସ। ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ନିବେଦନ କରିଛି ।

By Nirvay

Leave a Reply

Your email address will not be published. Required fields are marked *