ବାରମ୍ବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡାକରାକୁ ଏଡ଼େଇ ଯିବା ମାମଲାରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ନାମରେ ସମନ ହୋଇଥିଲା। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଦ୍ବାରା କେଜ୍ରିୱାଲଙ୍କୁ ଏବେ ଆଶ୍ବସ୍ତି ମିଳିଛି। ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀର ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କୁ ପ୍ରଶ୍ନ କରିବାକୁ ଚାହୁଁଥିବା ଇଡି କୋର୍ଟ ତାଙ୍କୁ ଡକାଇଥିଲା। ହେଲେ ଇଡି ଡାକରାକୁ ବାରମ୍ବାର ଏଡ଼େଇ ଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ତାଙ୍କୁ ଟାର୍ଗେଟ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। Post navigation ଶଙ୍ଖ ଦଳରେ ସ୍ଥାନ ନାହିଁ ହିରୋଙ୍କର; ବବିଙ୍କ ଭିଣୋଇ ଅରିନ୍ଦମ ବିଜଦ ଛାଡ଼ି ଭାଜପାରେ ଓଡ଼ିଶା ବିଜେପିର କୋର କମିଟି ବୈଠକ ଆରମ୍ଭ