ସାମ୍ନାକୁ ଆସିଛି ଜୁଏଲ ଓରାମଙ୍କ ବୟାନ। ମେଣ୍ଟକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଥିବାବେଳେ ସେ ଆଜି ଏମିତି କିଛି କହିଛନ୍ତି। ଆଜି ଦିଲ୍ଲୀ ଗସ୍ତରେ ମଧ୍ୟ ଯାଇଛନ୍ତି ଓରାମ। ମେଣ୍ଟ ସସପେନ୍ସ ଲାଗିରହିଥିବା ବେଳେ ସେ କହିଛନ୍ତି ଯେ ଆମ ଦଳ ଭିତରେ କିଛି ଦ୍ଵନ୍ଦ ନାହିଁ। କେନ୍ଦ୍ରକୁ ଲିଷ୍ଟ ପଠା ଯାଇଛି । କେନ୍ଦ୍ର ଯାହା ନିର୍ଣ୍ଣୟ କରିବ ସେହି ଅନୁସାରେ ହେବ। Post navigation ବିଜେପି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀ ଗଲେ ମନମୋହନ ପୁରୀ ଲୋକ ସଭା କ୍ଷେତ୍ରର ନେତାଙ୍କୁ ନବୀନ ନିବାସ ଡାକରା