ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହୁତି ଘଟଣାରେ ଗିରଫ ହୋଇଥିବା ପ୍ରଫେସର୍ ସମୀର କୁମାର ସାହୁଙ୍କ ବିଚାର ବିଭାଗୀୟ ହାଜତ ଅବଧି ବଢ଼ିଛି । ନିଲମ୍ବିତ ଏଚ୍ଓଡି ସମୀର ସାହୁ ୧୪ ଦିନିଆ ଅବଧି ଆଜି ଶେଷ ହେବା ପରେ ଆଉ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇଲେ SDJM କୋର୍ଟ । ଆସନ୍ତା ରବିବାର ଦିନ ଅଧ୍ୟକ୍ଷ ଦିଲ୍ଲୀପ୍ ଘୋଷଙ୍କ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ଅବଧି ସରିବ । Post navigation ସୁନା ମାଫିଆ ରମେଶ ମାଝୀଙ୍କର ଘନିଷ୍ଟ ନେତା କିଏ ଫଟୋ ଦେଖାଇ ପ୍ରଶ୍ନ କଲା କଂଗ୍ରେସ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟଙ୍କୁ ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଦାୟିତ୍ୱ