jamia millia islamia suspends-MoU with-turkey
ତୁର୍କୀ ସହିତ ଥିବା ଚୁକ୍ତିନାମା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କଲା ଦିଲ୍ଲୀ ସ୍ଥିତ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ।
 
ଜାତୀୟ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଜାମିଆ ମିଲ୍ଲିଆ ଇସ୍ଳାମିଆ ବିଶ୍ୱବିଦ୍ୟାଳୟ ତୁର୍କୀର ବିଶ୍ୱବିଦ୍ୟାଳୟ ସହିତ ଥିବା ଶୈକ୍ଷିକ ଚୁକ୍ତିନାମା (MoU) ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ତୁର୍କୀର ସହବନ୍ଧିତ ସବୁ ଶିକ୍ଷାନୁଷ୍ଠାନ ସହ MOU ବାତିଲ୍‌ ନିର୍ଦ୍ଦେଶ ଦିଆଯାଇଛି
 
ଜାମିଆ ମିଲ୍ଲିଆ ଇସ୍ଳାମିଆ ଏକ୍ସ (X) ପ୍ଲାଟଫର୍ମରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛି । ଭାରତ-ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଉତ୍ତେଜନା ଏବଂ ତୁର୍କୀର ପାକିସ୍ତାନକୁ ସମର୍ଥନ ଯୋଗୁଁ ଜାମିଆ ମିଲ୍ଲିଆ ଇସ୍ଳାମିଆ ଏହି ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ।
 
 
 
 
 
 
 
 

By Nirvay

Leave a Reply

Your email address will not be published. Required fields are marked *