ISKCON's 'Untimely' Ratha Jatra In london Sparks Outrage
ପୁଣି ଇସ୍କନର ମନମାନି । ଇସ୍କନ ପକ୍ଷରୁ ପୁଣିଥରେ ନିୟମର ଉଲ୍ଲଘଂନ କରାଯାଇ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଉଛି ।
 
ଆସନ୍ତାକାଲି ଇସ୍କନ ଲଣ୍ଡନରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାଜୁ ଯାଉଛି । ଇସ୍କନ ଅନୁଗାମୀ ଓ ଜଗନ୍ନାଥ ପ୍ରେମୀ ଯୋଗ ଦେବା ପାଇଁ ଅନଲାଇନ ମାଧ୍ୟମରେ ଇସ୍କନ ସୂଚନା ଦେଇଛି ।
 
ୟୁଟ୍ୟୁବର ଗୋବିନ୍ଦ କ୍ରୀଷ୍ଣ ଦାସ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେବା ନେଇ ସୂଚନା ରହିଛି । ଇସ୍କନ ଏପରି ବାରମ୍ବାର ନିୟମ ବାହାରେ କାର୍ଯ୍ୟକରୁଥିବାକୁ ପୁରୀ ଜଗନ୍ନାଥ ମନ୍ଦିରର ସେବାୟତମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *