ମେ’ ୧୭ ରୁ ପୁଣି ଆରମ୍ଭ ହେବ ଆଇପିଏଲ୍‌‌ ମ୍ୟାଚ । ଆରସିବି ଓ କଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ୬ ଟି ଭେନ୍ୟୁରେ ଅବଶିଷ୍ଟ ୧୭ ଟି ମ୍ୟାଚ ଅନୁଷ୍ଠିତ ହେବ ।
 
ବେଙ୍ଗାଲୁରୁ, ଦିଲ୍ଲୀ, ଲକ୍ଷ୍ନୌ, ମୁମ୍ବାଇ, ଅହମ୍ମଦାବାଦ ଏବଂ ଜୟପୁରରେ ଏହି ମ୍ୟାଚ ଖେଳାଯିବ । ସୂଚନା ଅନୁଯାୟୀ ଆର୍‌ସିବି-କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ମେ ୨୯ରେ କ୍ୱାଲିଫାୟର-୧, ୩୦ରେ ଏଲିମିନେଟର, ଜୁନ୍ ୧ରେ କ୍ୱାଲିଫାୟର-୨ ଓ ୩ ରେ ଫାଇନାଲ୍ ଖେଳାଯିବ ।
 
ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣର ଫଳାଫଳ ସ୍ୱରୂପ ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ୯ ତାରିଖରୁ ଆଇପିଏଲ ମ୍ୟାଚ୍ ବନ୍ଦ କରାଯାଇଥିଲା ।
 
 
 

By Nirvay

Leave a Reply

Your email address will not be published. Required fields are marked *