ଏକ ନମ୍ବର ହାଟରେ ପରିବା ଗୋଦାମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ପରିବା ଗୋଦାମରେ ଯାଞ୍ଚ କରିବା ପାଇଁ ପହଞ୍ଚିଛନ୍ତି ମନ୍ତ୍ରୀ । ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସହ ଯୋଗାଣ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ସେ ବ୍ୟବସାୟୀଙ୍କୁ ବିଭିନ୍ନ ପରିବା ଦରବୃଦ୍ଧି ନେଇ ପ୍ରଶ୍ନ ପଚାରୁଥିବାର ଦେଖା ଦେଇଛି । କାହିଁକି ଦରବୃଦ୍ଧି ହେଉଛି । ସେ କେଉଁଠାରୁ ପନିପରିବା କିଣି ଆଣିଛନ୍ତି । କେତେ ଦାମରେ କିଣି ଆଣିଛନ୍ତି ସେ ସମ୍ପର୍କରେ ପଚାରି ବୁଝିଛନ୍ତି ନିଜେ ମନ୍ତ୍ରୀ।

Leave a Reply

Your email address will not be published. Required fields are marked *