Indus Water Treaty To Remain In Abeyance
ଅସ୍ତ୍ରବିରତି ସତ୍ତ୍ୱେ ସିନ୍ଧୁ ନଦୀ ଚୁକ୍ତି ରଦ୍ଦ ନିଷ୍ପତ୍ତି ବଳବତ୍ତର ରହିବ ବୋଲି ବୈଦେଶିକ ମନ୍ତ୍ରାଳୟ ତରଫରୁ କୁହାଯାଇଛି ।
 
ଅସ୍ତ୍ରବିରତି ନେଇ କୌଣସି ପୂର୍ବ ଓ ପର ସର୍ତ୍ତ ନାହିଁ । ଆତଙ୍କବାଦ ବିରୋଧୀ ଲଢ଼େଇ ଜାରି ରହିବ । ଅସ୍ତ୍ରବିରତି ପାଇଁ ପାକିସ୍ତାନ ପ୍ରଥମେ ଅନୁରୋଧ କରିଥିଲା ବୋଲି ବୈଦେଶିକ ମନ୍ତ୍ରାଳୟ ତରଫରୁ କୁହାଯାଇଛି ।
 
ଏହା ସହିତ, ପାକିସ୍ତାନ ସହିତ ବାଣିଜ୍ୟ ବନ୍ଦ କରିବାର ସିଦ୍ଧାନ୍ତ ସହିତ ଭାରତ ଯେଉଁ ସବୁ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିଛି, ସେସବୁ ବଜାୟ ରହିବ ।

By Nirvay

Leave a Reply

Your email address will not be published. Required fields are marked *