India's tour of Bangladesh deferred to Sept 2026
ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା କ୍ରିକେଟ ସିରିଜ ନେଇ ଥିବା ଦ୍ୱନ୍ଦରେ ଆଜି ପୂର୍ଣ୍ଣଛେଦ ପଡିଛି ।
 
ଭାରତ କ୍ରିକେଟ ବୋର୍ଡ ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ର ମିଳିତ ସହମତିରେ ପ୍ରାୟ ବର୍ଷେ ଘୁଞ୍ଚିଛି ଭାରତ ବାଂଲାଦେଶ କ୍ରିକେଟ ସିରିଜ । ୨୦୨୫ ଅଗଷ୍ଟରୁ ୨୦୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ସିରିଜ ଘୁଞ୍ଚିଛି ।
 
୩ଟି ଦିନିକିଆ ଓ ୩ଟି ଟି-୨୦ ପାଇଁ ଖେଳସୂଚୀ ଚୂଡ଼ାନ୍ତ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ପୂର୍ଣ୍ଣ ଖେଳସୂଚୀ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *