ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳୁଛି। ଏହି ଧାରା ବଜାୟ ରଖି ଲଗାତର ଦ୍ୱିତୀୟ ଥର ଅଲିମ୍ପିକ୍ସ ସେମିଫାଇନାଲରେ ପହଂଚିଛି ଭାରତୀୟ ପୁରୁଷ ହକି ଟିମ। ଭାରତ କ୍ୱାର୍ଟର ଫାଇନାଲ ମୁକାବିଲାରେ ପେନାଲିଟି ସୁଟଆଉଟରେ ଗ୍ରେଟ ବ୍ରିଟେନକୁ ହରାଇଛି। ସୁଟ୍ଆଉଟ୍ରେ ଭାରତୀୟ ଦଳ ୪ ଗୋଲ୍ କରିଥିବା ବେଳେ ଗ୍ରେଟ ବ୍ରିଟେନ ୨ ଗୋଲ୍ କରିବାକୁ ସକ୍ଷମ ହୋଇଥିଲା। ଏହି ବିଜୟ ସହ ଭାରତ ସେମି ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଆସନ୍ତା ୬ରେ ସେମିଫାଇନାଲ ଖେଳିବ ଭାରତ। Post navigation ତୃତୀୟ ପଦକ ହାସଲରୁ ଅଳ୍ପକେ ରହିଗଲେ ମନୁ ଭାକର ସେମିଫାଇନାଲ ଖେଳି ପାରିବେନି ଅମିତ ରୋହିଦାସ; ଗୋଟିଏ ମ୍ୟାଚର ପ୍ରତିବନ୍ଧ